ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବୟବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବୟବ   ବିଶେଷ୍ୟ

ଅର୍ଥ : କୌଣସି ବର୍ଗର ଯେଉଁ ଭାଗ ବା ଅଂଶଟି ସ୍ୱୟଂସମ୍ପୂର୍ଣ୍ଣ ଥାଏ

ଉଦାହରଣ : ଏହି ସଂସ୍ଥାର ପାଞ୍ଚୋଟି ଶାଖା ଅଛି

ସମକକ୍ଷ : ଅଙ୍ଗ, ଶାଖା


ଅନ୍ୟ ଭାଷାରେ ଅନୁବାଦ :

किसी वर्ग विशेष का घटक या भाग जो अपने आप में पूर्ण भी होता है।

इस संस्था के पाँच अंग हैं।
अंग, अवयव, घटक, ब्रांच, शाख, शाख़, शाखा, संघटक

ଅର୍ଥ : ନ୍ୟାୟଶାସ୍ତ୍ରରେ,ବାକ୍ୟରେ ପାଞ୍ଚ ଅଙ୍ଗ ମଧ୍ୟରୁ ପ୍ରତ୍ୟେକଟି ଭାଗ

ଉଦାହରଣ : ପ୍ରତିଜ୍ଞା,ହେତୁ,ଉଦାହରଣ,ଉପନୟନ ଏବଂ ନିଗମନ ଆଦି ପାଞ୍ଚ ଅବୟବ


ଅନ୍ୟ ଭାଷାରେ ଅନୁବାଦ :

न्याय शास्त्र में वाक्य के पाँच अंगों में से हर एक।

प्रतिज्ञा, हेतु, उदाहरण, उपनयन और निगमन ये पाँच अवयव हैं।
अवयव

ଅର୍ଥ : ଶରୀରର ଏପରି ଭାଗ ଯେଉଁଥିରେ କିଛି ବିଶେଷ କାର୍ଯ୍ୟ ସମ୍ପାଦିତ ହୋଇଥାଏ

ଉଦାହରଣ : ଅଙ୍ଗର ମିଳନରେ ଶରୀର ତିଆରିହୋଇଛି

ସମକକ୍ଷ : ଅଙ୍ଗ, ଶାରୀରିକ ଅଙ୍ଗ


ଅନ୍ୟ ଭାଷାରେ ଅନୁବାଦ :

शरीर का कोई भाग जिससे कोई विशेष कार्य सम्पादित होता है।

शरीर अंगों से मिलकर बना है।
अंग, अवयव, आँग, शारीरिक अंग, शारीरिक अवयव, हिस्सा

A fully differentiated structural and functional unit in an animal that is specialized for some particular function.

organ